ମାର୍ଚ୍ଚ ୩୧ ସୁଦ୍ଧା ଟିପି ସ୍କିମ୍‌ ପଟ୍ଟା, ବିଡିଏ ନକ୍ସା ଅନୁଯାୟୀ ପଟ୍ଟା ମିଳିବ

ଭୁବନେଶ୍ୱର : ବିଡିଏର ବହୁ ପ୍ରତୀକ୍ଷିତ ଟାଉନ୍‌ ପ୍ଲାନିଂ ଯୋଜନା (ଟିପି ସ୍କିମ୍‌) ଏବେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଜୁନ୍‌ ପୂର୍ବରୁ ଟିପି ସ୍କିମ୍‌-୧ ପାଇକରାପୁର ପ୍ରକଳ୍ପ ଚୂଡ଼ାନ୍ତ ରୂପ ପାଇବ। ଏଠାକାର ହିତାଧିକାରୀଙ୍କୁ ମାର୍ଚ୍ଚ ୩୧ ସୁଦ୍ଧା ଜମିର ପଟ୍ଟା ଦିଆଯିବ। ବିଡିଏ ଜମିର ଯେଉଁ ଲେ-ଆଉଟ୍‌ ପ୍ଲାନ୍ କରିଛି ସେହି ଅନୁଯାୟୀ ପଟ୍ଟା ଦିଆଯିବ। ଏନେଇ ବିଡିଏ ଓ ରାଜସ୍ଵ ବିଭାଗ ପକ୍ଷରୁ ଜୋରଦାର୍‌ ପ୍ରସ୍ତୁତି ଚାଲିଛି। … Continue reading ମାର୍ଚ୍ଚ ୩୧ ସୁଦ୍ଧା ଟିପି ସ୍କିମ୍‌ ପଟ୍ଟା, ବିଡିଏ ନକ୍ସା ଅନୁଯାୟୀ ପଟ୍ଟା ମିଳିବ